Kabita Banita Lata 3 (2026)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This is an Odia language film released on television in 2026. It is the third movie in a series and tells a story written by Priyabrata Panda and Manas Mallick. The main characters are played by Jagajit Pal, Sasmita, and Faragini Sutradhar.
lightheartedfamily-orientedstraightforwardmoderate-pacedplayfuldramatic
What happens
କବିତା ବନିତା ଲତା ୩ ୨୦୨୬ ମସିହାରେ ଟେଲିଭିଜନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜୟ କୁମାର ରାଉତ । ପ୍ରିୟବ୍ରତ ପଣ୍ଡା ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ତାଙ୍କ ସହତ ମାନସ ମଲ୍ଲିକ ମଧ୍ୟ ସଂଳାପ ରଚନା କରିଥିଲେ । ମୃତ୍ୟୁଞ୍ଜୟ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜଗଜିତ ପାଲ, ସସ୍ମିତା ଓ ଫରାଗିଣୀ ସୁତ୍ରଧାର । ହିରଣ୍ମୟୀ, ବିଶ୍ୱରୂପା, ତ୍ରିଭୁବନ ପଣ୍ଡା, ମିହିର ସ୍ୱାଇଁ, ପୃଥ୍ୱୀରାଜ ନାୟକ, ପ୍ରଶାନ୍ତ, ବିକାଶ, ପୁନିତ, କୁନ୍ଦା ଓ ଭକ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୧୨ ଅପ୍ରେଲ ୨୦୨୬ରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍ରେ ମୁକ୍ତିଲାଭ କରିଥିଲା । ଏହି ଶୀର୍ଷକରୁ ପୂର୍ବରୁ ୨ଟି କଥାଚିତ୍ର ମଧ୍ୟ ମୁକ୍ତିଲାଭ ହୋଇଛି । (from Wikipedia, CC BY-SA)
More like this
Namaste Kamala Mago 3 (2025)
Maya Marichika (2026)
Mukhagni (2023)
Sir (2025)
Kabita Banita Lata 2 (2025)
Tate Lagila Mo Sankha Sindura (2026)
Nari Nuhen Tu Ardhanari (2023)
Jatha Rabanasya Mandodari (2022)- More like this film, on a shelf you can walk up to.It's the lit case on the top shelf.