Tate Lagila Mo Sankha Sindura (2026)

- Directed by
- Sanjay Nayak
- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
An Odia film released in 2026 on TV and OTT. It tells a story of love and marriage, following characters as they navigate relationships and cultural traditions. The film was directed by Sanjay Nayak and features music by Binayak Panda.
dramaticemotionalromantictraditionalmelodicfamily-orientedsentimental
What happens
ତତେ ଲାଗିଲା ମୋ ଶଙ୍ଖା ସିନ୍ଦୂର ୨୦୨୬ ମସିହାରେ ଟେଲିଭିଜନ ଓ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶୁଭଲକ୍ଷ୍ମୀ ପଟ୍ଟନାୟକ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବିନାୟକ ପଣ୍ଡା ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନିକିତା, ତୁଷାର ଚନ୍ଦନ, ସିମ୍ରନ ଓ ଅର୍ପଣ ମିଶ୍ର । ଶୁଭ୍ରାଂଶୁ ନାୟକ, ବେବି ପ୍ରଧାନ, ହିମାଂଶୁ, ଭକ୍ତି, ଚନ୍ଦନ, ସୋମ୍ୟା ଅଭିଶେକ, ସନ୍ତୋଷ, ମାମାଲି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Mun Tuma Sabitri (2026)
Mehermunda (2026)
Kanda Mastre (2026)
Memshab (2026)
Chakranta (2026)
Maya Marichika (2026)
Chumki Seta Panire Budiba Nahinki (2022)
Kabita Banita Lata 3 (2026)- More like this film, on a shelf you can walk up to.It's the lit case on the top shelf.