Mehermunda (2026)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This Odia film from 2026 follows a group of characters played by a large cast. It was produced by Rakesh Kumar Padi and directed by Nikunja Hota.
dramaticensembleemotionalregionalearnestgroundedstory-driven
What happens
ମେହେରମୁଣ୍ଡା ୨୦୨୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରାକେଶ କୁମାର ପାଢ଼ୀ । ସୁରଜ ମହାପାତ୍ର ଓ ନିକୁଞ୍ଜ ହୋତା ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିକୁଞ୍ଜ କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଜ୍ୟୋତି ରଞ୍ଜନ ନାୟକ, ରାଜେଶ କୁମାର ପାଢ଼ୀ, ଆର୍ଣ୍ଣିଲ ଅଙ୍କିତା, ସୁଶାନ୍ତ ଦାଶମହାପାତ୍ର, ଗଦାଧର ବାରିକ, ରାଜେଶ୍ୱର ପାତ୍ର, କମଳଲୋଚନ ରାଉତ, ମିତା ଚକ୍ରବର୍ତ୍ତୀ, ଶ୍ରୀ ରାଧା, ପ୍ରଭାକର ମିଶ୍ର, ସନ୍ତୋଷିନୀ ନାୟକ, ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ, ବିଜୟ କୁମାର ପାତ୍ର ଆଦି କଳାକରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୧୫ ମଇ ୨୦୨୬ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Kanda Mastre (2026)
Mun Tuma Sabitri (2026)
Tate Lagila Mo Sankha Sindura (2026)
Aafaa (2026)
Maya Marichika (2026)
Memshab (2026)
Chakranta (2026)
Inspector Sana (2026)- More like this film, on a shelf you can walk up to.It's the lit case on the top shelf.