Underplayed Gems

Inspector Sana (2026)

Inspector Sana poster
Country
India
The 3D catalogue: film cases on wooden shelves, with the cat sitting at the counter next to its greeting.

The catalogue in 3D

The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.

More films like this

How it feels

An Odia film from India about a woman named Sana who works as an inspector. She deals with various cases and people in her job.

lightheartedquirkywhimsicaleasygoingplayfulupbeat

What happens

ଇନ୍ସପେକ୍ଟର ସନା ୨୦୨୬ ମସିହାରେ ଟେଲିଭିଜନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଇଲେ ସୁଦୀପ୍ତା ଷ୍ଟାଲିନ ମହାପାତ୍ର ଓ ସୁଶୀଲ କୁମାର ବାରିକ । ରାଜା ଡି ଏହି କଥାଚିତ୍ରଟିର କାହାଣୀ ଦ୍ୱୈତ ଭାବରେ ବିବେକ ମହାପାତ୍ରଙ୍କ ସହ ରଚନା କରିଥିଲେ ଏବଂ ଚିତ୍ରନାଟ୍ୟ ରଚନା କରିବା ସହିତ ନିର୍ଦ୍ଦେଶନା ଦେଇଥିଲେ । ବାବୁ ଡି ଓ ଧରିତ୍ରୀ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଙ୍ଗୀତକାର ଅସଦ ନିଜାମ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବଣ୍ଟି ଆର୍. ସାମଲ, ଅର୍ଚ୍ଚିତା ମହାନ୍ତି ଓ ହରିହର ମହାପାତ୍ର । ୨୨ ଫେବୃଆରୀ ୨୦୨୬ରେ ଏହି କଥାଚିତ୍ରଟି ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)

More like this

This page is from Underplayed Gems. Not quite it? You can browse by genre, country and year, or take this one into the 3D catalogue and ask the Catbot for something closer.