Underplayed Gems
The whole movie catalogue

Films and series, searchable by what they are

← Back to the shop

Mistira Dustami (2026)

Mistira Dustami poster
Directed by
Mahesh Hajra
Country
India

How it feels

An Odia film about a mischievous character named Mistira. It follows their antics and interactions with people around them.

lightheartedplayfulwhimsicalupbeatwarmeasygoingmildly comedic

What happens

ମିଷ୍ଟିର ଦୁଷ୍ଟାମୀ ୨୦୨୬ ମସିହାରେ ଟେଲିଭିଜନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲ । ମହେଶ ହାଜ୍‌ରା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ସାର୍ଥକ ଅଗ୍ରୱାଲ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଅନନ୍ୟା ଦାଶ, ଋଷିକ ମିଶ୍ର, ତନ୍ମୟ କୁମାର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨୪ ମଇ ୨୦୨୬ରେ ଏହି କଥାଚିତ୍ରଟି ସିଦ୍ଧାର୍ଥ ଟିଭିରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)

More like this

This page is from Underplayed Gems. Not quite it? Tell the Catbot what you feel like watching and it picks from the whole catalogue, or browse by genre, country and year.

Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers

Loading movies…

What should I watch?