Memshab (2026)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A 2026 Odia film produced by Kaliprasad Mishra. The story and screenplay were written by Amit Kumar Dash. Directed by Biswabhusan Mahapatra and Kaliprasad Mishra, the film features music by Abhijit Tripathy and Bani Mahanty. Priya Chowdhury, Sambhab Manasingh, Chittaranjan Tripathy, and others star in different roles. It was released in theaters on May 22 2026.
dramaticemotionalseriousstory-driventraditionalmusicalensemble
What happens
ମେମ୍ସାହାବ୍ ୨୦୨୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କାଳୀପ୍ରସାଦ ମିଶ୍ର । ଅମିତ କୁମାର ଦାଶ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ବିଶ୍ୱଭୂଷଣ ମହାପାତ୍ର ଓ କାଳୀପ୍ରସାଦ ମିଶ୍ର । ସଙ୍ଗୀତକାର ଅଭିଜିତ ତ୍ରିପାଠୀ ଓ ବନି ମହାନ୍ତି ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ପ୍ରିୟା ଚୌଧୁରୀ, ସମ୍ଭବ ମାନସିଂହ, ଚିତ୍ତରଞ୍ଜନ ତ୍ରିପାଠୀ, ଚୌଧୁରୀ ଜୟପ୍ରକାଶ ଦାସ, ସତ୍ୟ ପ୍ରକାଶ ଜେନା, ଭାଓଲିନା ବାରୁଆ, ଦୀପନ, ବିଶ୍ୱଭୂଷଣ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨୨ ମଇ ୨୦୨୬ରେ, ଏହି କଥାଚିତ୍ରଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Bideha (2026)
Tate Lagila Mo Sankha Sindura (2026)
Mehermunda (2026)
Maya Marichika (2026)
Chakranta (2026)
Aafaa (2026)
Bindusagar (2026)
Tume Nathile (2025)- More like this film, on a shelf you can walk up to.It's the lit case on the top shelf.