Bideha (2026)

- Directed by
- Biyot Projna Tripathy
- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
An Odia language film released in 2026. It was produced by Bedayan Tripathy and written and directed by Biyot Projna Tripathy. The cast includes Kajal Satapathy, Usasi Mishra, Sukanta Rath, Gaurav Mahanti, Daisy, and Elina Kaushik Mohapatra.
understatedintrospectivemeditativeserenepoignantslow-pacedcontemplativelyrical
What happens
ବିଦେହ ୨୦୨୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବେଦୟନ ତ୍ରିପାଠୀ । ବିୟତ୍ପ୍ରଜ୍ଞା ତ୍ରିପାଠୀ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ରଚନା କରିବା ସହିତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଦେବଦାସ ଛୋଟରାୟଙ୍କ ସହିତ ମିଶି ସଂଳାପ ରଚନା କରିଥିଲେ । ସଙ୍ଗୀତକାର ଶରତ ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । କାଜଲ ଶତପଥୀ, ଉଷସୀ ମିଶ୍ର, ସୁକାନ୍ତ ରଥ, ଗୌରବ ମହାନ୍ତି, ଡେଜି, ଏଲିନା କୌଶିକ ମହାପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୧୫ ମଇ ୨୦୨୬ରେ ଏହି କଥାଚିତ୍ରଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Memshab (2026)
Chhaki Suna (2026)
Aafaa (2026)
Mehermunda (2026)
Manaska (2023)
Chakranta (2026)
Kabita Banita Lata 3 (2026)
Maya Marichika (2026)- More like this film, on a shelf you can walk up to.It's the lit case on the top shelf.