Underplayed Gems

Aafaa (2026)

Aafaa poster
Directed by
Pritiraj Satpathy
Country
India
The 3D catalogue: film cases on wooden shelves, with the cat sitting at the counter next to its greeting.

The catalogue in 3D

The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.

More films like this

How it feels

A 2026 Odia film directed by Pritiraj Satpathy. Produced by Pritiraj Satpathy and Naina Das, it stars Pritiraj Satpathy and Naina Das in lead roles. The story was written by Pritiraj Satpathy. It also features a debut performance by Anmol Pati.

dramaticemotionalfocusedintimateseriousgroundedrealisticstraightforward

What happens

ଆଫା ୨୦୨୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରୀତିରାଜ ଶତପଥୀ ଓ ନୈନା ଦାଶ । ପ୍ରୀତିରାଜ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । କୁନା ତ୍ରିପାଠୀ ଏହାର ସଂଳାପ ରଚନା କରିଥିଲେ ଏବଂ ମିଷ୍ଟିକ୍ କ୍ଲ କ୍ଲାପ୍‌ସ୍‌ଙ୍କ ସହ ଦ୍ୱୈତ ଭାବରେ ଏହାର ଚିତ୍ରନାଟ୍ୟ ରଚନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପ୍ରୀତିରାଜ ଶତପଥୀ ଓ ନୈନା ଦାସ । ଅନ୍ମୋଲ ପତି, କୁନା ତ୍ରିପାଠୀ, ହର ରଥ, ରବି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୬ ମସିହାର ଅପ୍ରେଲ ୩ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ର ଜରିଆରେ ଜଣାଶୁଣା ନିର୍ଦ୍ଦେଶକ ଅଶୋକ ପତିଙ୍କ ଝିଅ ଅନ୍ମୋଲ ପତି ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । (from Wikipedia, CC BY-SA)

More like this

This page is from Underplayed Gems. Not quite it? You can browse by genre, country and year, or take this one into the 3D catalogue and ask the Catbot for something closer.