Chhaki Suna (2026)

- Original title
- ଛକି ସୁନ
- Directed by
- Manash Padhiary
- Country
- India
- Rated
- U/A 16+
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This Odia film from 2026 follows characters navigating personal relationships and everyday struggles in a rural setting. The story centers on Anubhab Mohanty and Sambhabana Mahanty's roles as they face choices that shape their lives.
slow-burnmelancholicunderstatedreflectiveintimategroundedquiet
What happens
ଛକି ଶୂନ ୨୦୨୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନବୀନ ଭଣ୍ଡାରୀ, ଜାଗୃତି ଏ. ମହାନ୍ତି, ଶୁଭମ ମହାନ୍ତି ଓ ସୁରଜ ମହନ୍ତ । ମାନସ ପଢ଼ିଆରୀ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଓ ସମ୍ଭାବନା ମହାନ୍ତି । ଅଭିଷେକ ପଣ୍ଡା, ଦିବ୍ୟା ମହାନ୍ତି, ଚୌଧୁରୀ ଜୟପ୍ରକାଶ ଦାସ, ସୁକୁମାର ଟୁଡୁ, ସୁକାନ୍ତ ରଥ, ନିତୁ ସିଂ, ବିଜିନୀ ମିଶ୍ର, ଉଦିତ ଗୁରୁ, ତାପସ ସରଘରିଆ, ଜିତୁ ମଙ୍ଗରାଜ, ବିନ୍ଦୁ, ରାକା, ଦିପୁ ଓ ସୁଜିତ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Kanda Mastre (2026)
Bhija Matira Swarga (2022)
Parichaya (2026)
Swapna Sundari (2026)
Lokkhir Paa (2026)
Bideha (2026)
Mun Tuma Sabitri (2026)
Mahakal (2025)- More like this film, on a shelf you can walk up to.It's the lit case on the top shelf.