Mahakal (2025)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A 2025 Odia film about a story involving characters played by Deb and Monali. The plot centers on events that unfold as the main characters navigate their circumstances.
moodyslow-burnseriousmysteriousintensesombergroundedatmospheric
What happens
ମହାକାଳ (ଓଡ଼ିଆ କଥାଚିତ୍ର) ୨୦୨୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଦେବବ୍ରତ ପ୍ରଧାନ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବ ଓ ମୋନାଲି । ଅସୀତ ପତି, ବ୍ରଜ ସିଂହ, ବାପି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୧୯ ଡିସେମ୍ବର ୨୦୨୫ରେ ଏହି କଥାଚିତ୍ରଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Bhabantara (2025)
Miss Call Friend (2025)
Kanda Mastre (2026)
Mo Suna Bhaunii (2025)
Omm Namah Shivaya Bhaktire Sakti (2025)
Chhi Re Nani (2025)
Satyabanara Swarga Jatra (2025)
Sautuni No. 1 (2025)- More like this film, on a shelf you can walk up to.It's the lit case on the top shelf.