Underplayed Gems

Parichaya (2026)

Parichaya poster
Directed by
Satyaki Misra
Country
India
The 3D catalogue: film cases on wooden shelves, with the cat sitting at the counter next to its greeting.

The catalogue in 3D

The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.

More films like this

How it feels

A family drama set in Odisha, following multiple characters as they navigate personal connections and hidden truths. The story examines how past relationships shape present day interactions.

domesticensembleemotionalgroundedintimaterelationalslow-burn

What happens

ପରିଚୟ ୨୦୨୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସାତ୍ୟକି ମିଶ୍ର ଓ ଶୁଚିସ୍ମିତା ମିଶ୍ର । ସାତ୍ୟକି ମିଶ୍ର ଓ ଶତରୂପା ମିଶ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ହୃଦାନନ୍ଦ ଏହାର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅଭିନେତା ସାତ୍ୟକି ମିଶ୍ର । ସଙ୍ଗୀତକାର ଶରତ ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସାତ୍ୟକି ମିଶ୍ର, ସ୍ମିତା ମହାନ୍ତି, ସୋମା ଭୌମିକ ଓ ଆୟୁଷ୍ମାନ । ଜନ୍ମେଶ, ଅଗ୍ନେଶ, ବିଭାସ ପରମଗୁରୁ, ଶ୍ରେୟା ସ୍ୱାଇଁ, ମଧୁସୂଦନ, ଅର୍ପିତା ସାହୁ, ଶୁଚିସ୍ମିତା ମିଶ୍ର, କୁସୁମ ତ୍ରିପାଠୀ, କୁନା ପ୍ରଧାନ, ନିଭା ରାଣୀ, ଉମେଶ ଚନ୍ଦ୍ର ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୨ ମଇ ୨୦୨୬ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)

More like this

This page is from Underplayed Gems. Not quite it? You can browse by genre, country and year, or take this one into the 3D catalogue and ask the Catbot for something closer.