Mantra Muugdha (2026)

- Original title
- ମନ୍ତ୍ରମୁଗ୍ଧ
- Directed by
- Anupam Patnaik
- Country
- India
- Rated
- UA
- Rating
- 7.0 of 10 from 1 voters
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A group of people in Odisha encounter events that challenge their understanding of everyday life. The story follows their personal journeys as they face situations connected to local beliefs and traditions.
meditativecontemplativemysteriousslow-pacedatmosphericculturally groundedintrospective
What happens
ମନ୍ତ୍ରମୁଗ୍ଧ ୨୦୨୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବର୍ଷା ପଟ୍ଟନାୟକ ଓ ଅନୁପମ ପଟ୍ଟନାୟକ । ରୋଶନ ବିଷୋଇ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ପ୍ରଣବ ରଥ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ରୋହିତ ଗେହଲତ ଓ ଅନୁପମ ପଟ୍ଟନାୟକ ଏବଂ ନିଶାନ୍ତ ମଜିଥାଇ ମଧ୍ୟ ଚିତ୍ରନାଟ୍ୟର କିଛି ଅଂଶ ରଚନା କରିଥିଲେ । ଅନୁପମ ପଟ୍ଟନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଦ୍ୱୀପନ୍ୱିତ ଦାଶମହାପାତ୍ର, ହର ରଥ, ସାର୍ଥକ ଭରଦ୍ୱାଜ, ଭୂମିକା ଦାଶ, ମନ୍ମୟ ଦେ, ସନୋଜ କୁମାର, ସୂର୍ଯ୍ୟମୟୀ ମହାପାତ୍ର, ନିଶାନ୍ତ ମଜିଥାଇ, ଉମାକାନ୍ତ ସାହୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Swapna Sundari (2026)
Murabi (2026)
Trushna (2022)
Kanda Mastre (2026)
Parichaya (2026)
Lahari (2025)
FOUR (2022)
KEREK (2025)- More like this film, on a shelf you can walk up to.It's the lit case on the top shelf.