Shakti (2018)

- Directed by
- Sudhakar Vasant
- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A new actor makes his debut in Odia cinema. The film involves a story of family and relationships, focusing on dramatic confrontations and emotional ties between characters.
energeticdramaticemotionalaction-orientedfamily-centricperformance-drivenmusicalintroductory
What happens
ଶକ୍ତି, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରୋନକ ସାହୁ ଏବଂ ମିନତି ସାହୁ । ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ଏବଂ ସଂଳାପ ରଚନା କରିଥିଲେ । ସୁଧାକର ବସନ୍ତ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ କରନ ଏବଂ ସୂର୍ଯ୍ୟମୟୀ । ଏହି ଚଳଚ୍ଚିତ୍ର ଜରିଆରେ କରନ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ମିହିର ଦାସ, ଉତ୍ତମ ମହାନ୍ତି, ପିଣ୍ଟୁ ନନ୍ଦ, ହରିହର ମହାପାତ୍ର, ଗୁଡ୍ଡୁ, ବିଜୁ ବଡ଼ଜେନା, ରାଜୀବ ମହାନ୍ତି, ମଧୁ, ଅପରାଜିତା, ପ୍ରତିଭା ପଣ୍ଡା, ଶୁଭାଶିଷ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Premi Diwana (2018)
Ajatashatru (2018)
Ole Ole Dil Bole (2018)
Ardhangini (2021)
Jungle (2021)
Sathi Tu Pheria (2018)
Mana Khali Tate Chahen (2018)
Mitha Mitha (2017)- More like this film, on a shelf you can walk up to.It's the lit case on the top shelf.