Baishali (2019)


The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This is an Odia film from 2019 about a love story and family relationships. It follows the main characters played by Preet, Abhishek Rath, and Suman Priya through their personal struggles and connections. The movie was shot in India and Charana and premiered in Bhawanipatna.
dramaticemotionalslow-pacedfamily-orientedromanticseriousintimateregional
What happens
ବୈଶାଳୀ, ୨୦୧୯ ମସିହାରେ ମୁ୍କ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ସୁଧୀର କୁମାର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ଆଶୁତୋଶ ଦାସ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ଯ ଭୂମିକାରେ ଅଭିନୟ କରିଥିଲେ ପ୍ରୀତ୍, ଅଭିଶେକ ରଥ ଓ ସୁମନ ପ୍ରିୟା । ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ପୃଥ୍ୱୀରାଜ ନାୟକ, ହରିହର ମହାପାତ୍ର, ରବି ମିଶ୍ର, ମନିଷା ମିଶ୍ର, ଅସୀତ ପତି, ଯୋଗେଶ ଶ୍ୟାମ୍, ପ୍ରଜ୍ଞା ଓଝା ଆଦି ବିଭିନ୍ନ କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ଭବାନୀପାଟଣାର ନିଉ ସିନେପ୍ଲକ୍ସରେ ପ୍ରିମିୟର୍ ହୋଇଥିଲା ଏବଂ ଏଥିସହିତ ଅନ୍ୟାନ୍ୟ ୪୯ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟିର କିଛି ଦୃଶ୍ୟ ଭାରତ ଏବଂ ଚାରନାରେ ସୁଟିଂ କରାଯାଇଥିଲା । (from Wikipedia, CC BY-SA)
More like this
Abhiman (2019)
Bapa Tame Bhari Dusta (2019)
Khusi (2019)
Kati Patanga (2019)
Mal Mahu Jibana Mati (2019)
Bobal Toka (2019)
Tu Mo Love Story 2 (2019)
Kalia Karuchi Leela (2019)- More like this film, on a shelf you can walk up to.It's the lit case on the top shelf.