Mal Mahu Jibana Mati (2019)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
An Odia film from 2019 produced by Naveen Bhandari and directed by Ramesh Raut. The story and dialogues were written by Nirmal Nayak. It follows characters played by Sabyasachi Mishra and Elina Samantaray among others.
earthycontemplativemelancholicgroundedgentlereflectivequietintimate
What happens
ମାଲ୍ ମହୁ ଜୀବନ ମାଟି, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନବୀନ ଭଣ୍ଡାରୀ । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ ଏବଂ ଗୀତ ରଚନା କରିଥିଲେ । ନିର୍ଦ୍ଦେଶକ ରମେଶ ରାଉତ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର, ଏଲିନା ସାମନ୍ତରାୟ । ସଲିଲ ମିତ୍ର, ଜୀବନ ପଣ୍ଡା, ପ୍ରଦ୍ୟୁମ୍ନ ଲେଙ୍କା, ବିଦୁସ୍ମିତା, କ୍ରିଷ୍ଣା କର, ବିଜୁ ବଡ଼ଜେନା, ସ୍ୱପ୍ନା ପତି, ଜୋଜୋ, ଅମର କାହ୍ନୁ, ରବି ମିଶ୍ର, ରୁଷି ପଟ୍ଟନାୟକ, ଅସୀମା ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଗାୟିକା ଅସୀମା ପଣ୍ଡା ଏହି କଥାଚିତ୍ର ଜରିଆରେ ପ୍ରଥକ କରି ଅଭିନୟ କରିବା ଆରମ୍ଭ କରିଥିଲେ । ଏହି କତାହଚିତ୍ରଟି ୨୦୧୯ ମସିହାର ନଭେମ୍ବର ମାସ ୮ ତାରିଖରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟିରେ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶତ ଜୋଶୀ ଏବଂ ହରିହର ଦାସ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Premare Rakhichi 100 Ru 100 (2019)
Abhiman (2019)
ଛବିରାଣୀ (2019)
Tu Mo Suna Chadhei (2019)
Mr Majnu (2019)
Kalia Karuchi Leela (2019)
Baala - The Rhythm of Life (2019)
Baishali (2019)- More like this film, on a shelf you can walk up to.It's the lit case on the top shelf.