ଛବିରାଣୀ (2019)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This Odia film from 2019 is a love story produced by Buddhadev Sahu and Manorama Mahapatra. The story and screenplay were written by Bobby Islam who also directed the film. It stars Siddhanta Mahapatra and Anu Choudhury in the lead roles.
straightforwarddramaticfamily-orientedemotionaltraditionalsimpleromantic
What happens
ଛବିରାଣୀ, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବୁଦ୍ଧଦେବ ସାହୁ ଓ ମନୋରମା ମହାପାତ୍ର । ବବି ଇସଲାମ୍ ଏହି କଥାଚିତ୍ରଟିର କାହଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀ । ଅମନ, ଚନ୍ଦ୍ରାଣୀ, ମିହିର ଦାସ, ସାତ୍ୟକି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ଓଡ଼ିଶାର ୩୬ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Mal Mahu Jibana Mati (2019)
Premare Rakhichi 100 Ru 100 (2019)
Abhiman (2019)
Maa Gojabayani (1999)
Eka Tu Eka Mun (2022)
Tu Mo Love Story 2 (2019)
Mr Majnu (2019)
Kala Chakra (1999)- More like this film, on a shelf you can walk up to.It's the lit case on the top shelf.