Tu Mo Love Story 2 (2019)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This is a sequel to a 2017 Odia love story. It follows a group of characters through romantic relationships and personal conflicts. The film was released during the Raja festival in 2019.
romanticlightheartedfeel-goodupbeatdramaticsentimentalfamily-friendlyjoyful
What happens
ତୁ ମୋ ଲଭ୍ ଷ୍ଟୋରୀ ୨, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ୨୦୧୯ ମସିହାର ରଜ ସମୟରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟି ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ତୁ ମୋ ଲଭ୍ ଷ୍ଟୋରୀର ୨ୟ ଭାଗ । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶୁଭେନ୍ଦୁ ସାହୁ ଏବଂ କଥାଚିତ୍ରଟିର ତରଙ୍ଗ ସିନେ ପ୍ରଡକ୍ସନ ଓ କୁହୁ ସିନେ ପ୍ଲିକ୍ସ ବ୍ୟାନନରେ ନିର୍ମାଣ କରାଯାଇଥିଲା । ନିର୍ଦ୍ଦେଶକ ତାପସ ସରଘରିଆ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଦିଲୀପ ଚୌଧୁରୀ ଓ ଅନ୍ତର୍ଜାମୀ ସରଘରିଆ । କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଦେବୀଦତ୍ତ ମହାନ୍ତି ଓ ରଞ୍ଜନ ଶତପଥୀ । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସ୍ୱରାଜ ବାରିକ, ଭୂମିକା ଦାଶ, ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀ । ସୁଭାଶିଷ ଶର୍ମା, ନମ୍ରତା ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
From Me To You (2019)
Selfish Dil (2019)
Tu Mo Suna Chadhei (2019)
Rangila Bohu (2019)
Kalia Karuchi Leela (2019)
Mitha Mitha (2017)
Premare Rakhichi 100 Ru 100 (2019)
Baala - The Rhythm of Life (2019)- More like this film, on a shelf you can walk up to.It's the lit case on the top shelf.