Abhiman (2019)

- Country
- India
How it feels
This Odia film follows the lives of its main characters played by Sabyasachi Mishra and Archita Sahu. It tells a story about personal relationships and the feelings that come with them, set in an Indian cultural context.
emotionaldramaticrelationship-focusedintensefamily-centricregionalearnest
What happens
ଅଭିମାନ, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନମିତା ଅଗ୍ରୱାଲ ଏବଂ ସୀତାରାମ ଅଗ୍ରୱାଲ । ଏହି କଥାଚିତ୍ରଟିର ସାର୍ଥକ ମୁଭିଜ୍ ବ୍ୟାନରରେ ନିର୍ମିତ ହୋଇଥିଲା । ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତ ସାହୁ । ହରିହର ମହାପତ୍ର, ପ୍ରଦ୍ୟୁମ୍ନ ଲେଙ୍କା, କ୍ରିଷ୍ଣା କର, ଜୀବନ ପଣ୍ଡା, ଛନ୍ଦିତା ପାଢ଼ୀ, ରବି ମିଶ୍ର, ନମ୍ରତା ଦାସ ଆଦି କଳାକରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୧୯ ମସିହାର ରଥଯାତ୍ରା ଦିନ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
- Kalia Karuchi Leela (2019)
- Tu Mo Suna Chadhei (2019)
- From Me To You (2019)
- Selfish Dil (2019)
- Mal Mahu Jibana Mati (2019)
- Mr Majnu (2019)
- E Dil Tate Deli (2019)
- Ardhangini (2021)
Browse movies and series
press Enter to search by title, your filters still apply · for something by mood, tap Discover
Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers
Loading movies…