Mr Majnu (2019)

- Directed by
- Ashok Pati
- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This 2019 Odia film follows a man named Mr Majnu as he navigates romantic relationships with three women. It is a love story with comedy and music.
playfulromanticlightheartedmelodramaticmusicalcomedicemotionalrelatable
What happens
ମିଷ୍ଟର ମଜନୁ, ୨୦୧୯ ମସିହାରେ ମୁକ୍ତିଲାଭ କରିବାକୁ ଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜାଗୀ ମଙ୍ଗଦ ପଣ୍ଡା, ଯାହାକି ତରଙ୍ଗ ସିନେ ପ୍ରଡକ୍ସନରେ ନିର୍ମିତ ହୋଇଥିଲା । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ଏବଂ ଗୀତ ରଚନା କରିଥିଲେ । ନିର୍ଦ୍ଦେଶକ ଅଶୋକ ପତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ୧୪ ଅଗଷ୍ଟ ୨୦୧୯ରେ ଏହି କଥାଚିତ୍ରଟିର ଶୁଭ ମହୁରତ ହୋଇଥିଲା । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ଏବଂ ତାଙ୍କ ସହ ତନିଜଣ ନାୟିକା ଶୀତଲ, ଦିବ୍ୟା ଏବଂ ସୂର୍ଯ୍ୟମୟୀ ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ମିହିର ଦାସ, ରାଇମୋହନ ପରିଡ଼ା, ତ୍ରିଭୁବନ, ଜୋଜୋ ଆଦି ବିଭିନ୍ନ କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Selfish Dil (2019)
From Me To You (2019)
Tu Mo Suna Chadhei (2019)
Rangila Bohu (2019)
Kalia Karuchi Leela (2019)
Abhiman (2019)
Tu Mo Love Story 2 (2019)
Dhanusu Raasi Neyargale (2019)- More like this film, on a shelf you can walk up to.It's the lit case on the top shelf.