2 Chocolate (2021)

- Directed by
- Sushant Mani
- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This Odia film is a story directed by Sushant Mani featuring Lohitaksh Pattanayak and Swapna Priyadarshini in lead roles. It was released on the OTT platform Kancha Lanka in 2021.
quirkylightheartedplayfulsimplewhimsicalmildcasual
What happens
୨ ଚକ୍ଲେଟ୍, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅକ୍ଷୟ ପରିଜା । ସୁଶାନ୍ତ ମଣି ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଲୋହିତାକ୍ଷ ପଟ୍ଟନାୟକ ଓ ସ୍ୱପ୍ନା ପ୍ରିୟଦର୍ଶିନୀ । ନିତୁ ସିଂହ, ଚିତ୍ତରଞ୍ଜନ ତ୍ରିପାଠୀ, ଲିଙ୍କନ ପଟ୍ଟନାୟକ, ରଶ୍ମି, କୁହୁ, ରାହୁଲ, ବିନୟ ଦେ, ଦିଲ୍ଲୀପ ଚୌଧୁରୀ, ଗିତିମୟ ନନ୍ଦ, ଇଶା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୧ ମସିହାର ନଭେମ୍ବର ୫ ତାରିଖରେ ଓଡ଼ିଆ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Mr. Romeo (2021)
Bijayinee (2021)
Akhi Bujidele Tu (2021)
Tora Mora Kati (2023)
Kurukshetra (2022)
Roll No - 27 Sujata Senapati (2021)
Wife Nuhan Se Wifi (2025)
Sinthiru Sindura Alapa Dura (2021)- More like this film, on a shelf you can walk up to.It's the lit case on the top shelf.