Tora Mora Kati (2023)

- Original title
- ତୋର ମୋର କଟି
- Directed by
- Ramesh Rout
- Genre
- drama
- Country
- India
- Rated
- UA
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
It is the first Odia film released in 2023. The story follows a romance involving Shailendra Samantaray and Shital Patra as the leads.
romanticlightheartedmusicalupbeattraditionaleasygoingsweet
What happens
ତୋ'ର ମୋର କଟି ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ । ଦୀପକ ଜେନା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ରମେଶ ରାଉତ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଶୈଳେନ୍ଦ୍ର ସାମନ୍ତରାୟ ଓ ଶୀତଲ ପାତ୍ର । ସିଦ୍ଧାନ୍ତ ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା, ସୁଧାଂଶୁ ମୋହନ ସାହୁ, ସଞ୍ଜୟ ନାଏକ, ବବି ମିଶ୍ର, ସୁଦୀପ୍ତ, ଟୁକୁନା, କାଳିଆ ଷଣ୍ଢ, ଐଶ୍ୱର୍ଯ୍ୟା, ରୂପସା, ଦେବିକା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା, ଯାହାକି ଜାନୁଆରୀ ୬ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ସମଗ୍ର ରାଜ୍ୟରେ ଏହା ସମୁଦାୟ ୩୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Prem For Sale (2023)
Lagila Ranga Golapi Golapi (2023)
Shayari Shayari (2023)
Preeti Bandhan (2023)
Mama Weds Papa (2023)
Dho Re Babu Dho (2023)
Priya Ra Pre-wedding Love Story (2023)
Mana Museum (2023)- More like this film, on a shelf you can walk up to.It's the lit case on the top shelf.