Dho Re Babu Dho (2023)

- Original title
- ଧୋ'ରେ ବାବୁ ଧୋ'
- Directed by
- Himanshu Parija
- Genre
- family, drama
- Country
- India
- Runtime
- 2h 02m
- Rated
- U
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
An Odia film starring Harihara Mohapatra and Divya Mohanti in leading roles. The story was written by Harihara Mohapatra and directed by Himanshu Parija. It was released on April 14, 2023.
lightheartedcomedicupbeatfamily-orientedplayfulenergeticwhimsical
What happens
ଧୋ'ରେ ବାବୁ ଧୋ' ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲ । ଅଭିନେତା ହରିହର ମହାପାତ୍ର ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ହିମାଂଶୁ ପରିଜା । ସଙ୍ଗୀତକାର ଅଭିଜିତ ମଜୁମଦାର ଏହାର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ହରିହର ମହାପାତ୍ର ଓ ଦିବ୍ୟା ମହାନ୍ତି । ସାତ୍ୟକି ମିଶ୍ର, ପିଙ୍କି ପ୍ରଧାନ, ବବି ମିଶ୍ର, ବ୍ରଜ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୩ ମସିହାର ଅପ୍ରେଲ ୧୪ ତାରିଖ, ପଣା ସଂକ୍ରାନ୍ତି ଦିନ ମୁକ୍ତିଲାଭ କରିଥିଲା । ପ୍ରଥମେ ଏହି କଥାଚିତ୍ରଟିର ଶୀର୍ଷ 'ଧୋରେ ବାଇଆ ଧୋ' ଥିଲା, କିନ୍ତୁ ପରେ ଏହାର ଶୀର୍ଷକ ପରିବର୍ତ୍ତନ କରାଯାଇଥିଲା । (from Wikipedia, CC BY-SA)
More like this
Tora Mora Kati (2023)
Kanyadana (2023)
Bibhranta (2023)
Prem For Sale (2023)
Mukhagni (2023)
Bou (2023)
Parikaribe Bhola Sankara 2 (2023)
Twins (2023)- More like this film, on a shelf you can walk up to.It's the lit case on the top shelf.