Kanyadana (2023)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This Odia language film from 2023 was produced by Kabir Das and directed by Mrutyunjay Sahoo. It tells a story written by Priyabrata and features performances by Vikram Mohanty, Jasmine Rath, and Amir. The movie focuses on family dynamics and traditional customs.
dramaticfamily-centeredemotionaltraditionalseriousrelationship-drivenearnest
What happens
କନ୍ୟାଦାନ ୨୦୨୩ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲ କବିର ଦାସ । ପ୍ରିୟବ୍ରତ ଏହି କଥାଚିତ୍ରଟିର କାହଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମୃତ୍ୟୁଞ୍ଜୟ ସାହୁ । ସଙ୍ଗୀତକାର ପ୍ରଶାନ୍ତ ପାଢ଼ୀ ଏହି କଥାଚିତ୍ରଟି ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନ୍ୟ କରିଥିଲେ ବିକ୍ରମ ମହାନ୍ତି, ଜସ୍ମିନ ରଥ ଓ ଅମିର । ମହାଶ୍ୱେତା ରାୟ, ଅଶୋକ ଦାସ, ନମିତା ଦାସ, ଦେବୁ ପଟ୍ଟନାୟକ, ଐଶ୍ୱର୍ଯ୍ୟା ବେହେରା, ବିଦୁଭୂଷଣ ଷଡ଼ଙ୍ଗୀ, ଆରାଧନା, କେଶବ ମଲ୍ଲିକ ଆଦି କଳାକାରମାନେ ଏହି କଥାଚିତରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୩ ମସିହାର ଜାନୁଆରୀ ୨୯ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Tinga Raju (2023)
Twins (2023)
Dho Re Babu Dho (2023)
Nari Nuhen Tu Ardhanari (2023)
Parikaribe Bhola Sankara 2 (2023)
Kartabya (2023)
Mukhagni (2023)
Manaska (2023)- More like this film, on a shelf you can walk up to.It's the lit case on the top shelf.