Parikaribe Bhola Sankara 2 (2023)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This film is a television movie in the Odia language from 2023. The story was written by Priyabrata and it stars Rakesh Deo and Lipika Senapati in the main roles. It was produced by Sunil Kumar Pattnaik and Mutyunjay Sahoo, who also directed it.
lightheartedsimplestraightforwardfamily-orientedunpretentiouseasygoingnarrative-driven
What happens
ପାରିକରିବେ ଭୋଳାଶଙ୍କର ୨, ୨୦୨୩ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁନିଲ କୁମାର ପଟ୍ଟନାୟକ ଓ ମୃତ୍ୟୁଞ୍ଜୟ ସାହୁ । ପ୍ରିୟବ୍ରତ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମୃତ୍ୟୁଞ୍ଜୟ ସାହୁ । ସଙ୍ଗୀତକାର ପ୍ରଶାନ୍ତ ପାଢ଼ୀ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାକେଶ ଦେଓ ଓ ଲିପିକା ସେନାପତି । ପ୍ରଦ୍ୟୁମ୍ନ ଲେଙ୍କା, କେଦାର ମିଶ୍ର, ସୋମୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୩ ମସିହାର ଅପ୍ରେଲ ୯ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Kanyadana (2023)
Tinga Raju (2023)
Twins (2023)
Dho Re Babu Dho (2023)
Jatha Rabanasya Mandodari (2022)
Kichhi Kahibara Achhi (2022)
Sindura (2023)
Bibhranta (2023)- More like this film, on a shelf you can walk up to.It's the lit case on the top shelf.