Sindura (2023)

- Country
- India
How it feels
This Odia film tells the story of a love triangle involving Subhasish Sharma, Suryamayi Mahapatra, and Ankita Kumar. The plot follows the relationships and conflicts between these characters.
moderate-paceddramaticemotionalstraightforwardobservationalseriousgrounded
What happens
ସିନ୍ଦୂର ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରେମାଞ୍ଜନ ପରିଡ଼ା, ଯାହାକି ପିପି ପ୍ରଡ଼କ୍ସନ ବ୍ୟାନରରେ ନିର୍ମିତ ହୋଇଥିଲା । ଭାଗ୍ୟବତୀ ନାୟକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ବାପୁ ଗୋସ୍ୱାମୀ । ନିର୍ଦ୍ଦେଶକ ଶୈଳେନ୍ଦ୍ର ପରିଡ଼ା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୁଭାଶିଷ ଶର୍ମା, ସୂର୍ଯ୍ୟମୟୀ ମହାପାତ୍ର ଓ ଅଙ୍କିତ କୁମାର । ପ୍ରେମାଞ୍ଜନ ପରିଡ଼ା, ଲୀଳା, ଲିପି, ସସ୍ମିତା, ଅମର, କାଳିଆ ଷଣ୍ଢ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨୦୨୩ ମସିହାର ମଇ ୨୯ ତାରିଖରେ ଏହି କଥାଚିତ୍ରଟିର ଏକ ସ୍ୱତନ୍ତ୍ର ସ୍କ୍ରିନିଂ କରାଯାଇଥିଲା, ଯେଉଁଠି କଥାଚିତ୍ର ଜଗତ ସହିତ କିଛି ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । (from Wikipedia, CC BY-SA)
More like this
- Bibhranta (2023)
- Kartabya (2023)
- Kasturi (2023)
- Mana Museum (2023)
- Bhabantara (2025)
- Shayari Shayari (2023)
- Prem For Sale (2023)
- Preeti Bandhan (2023)
Browse movies and series
press Enter to search by title, your filters still apply · for something by mood, tap Discover
Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers
Loading movies…