Wife Nuhan Se Wifi (2025)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This is an Odia comedy film about a married woman and a wifi connection. It follows the funny situations that arise from this setup. The story was written by Sushant Mani and directed by Sanjib Dwivedi.
lightheartedwhimsicalcomedyupbeatromanticfunnyplayful
What happens
ୱାଇଫ୍ ନୁହେଁ ସେ ୱାଇଫାଇ ୨୦୨୫ ମସିହାରେ ଟେଲିଭିଜନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ମିନାକ୍ଷୀ ପଟ୍ଟନାୟକ । ସୁଶାନ୍ତ ମଣି ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜିବ ଦ୍ୱିବେଦୀ । ସଙ୍ଗୀତକାର ଶାନ୍ତନୁ ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ସ୍ୱପ୍ନା ପ୍ରିୟଦର୍ଶିନୀ, ଗିରିଜା ଶଙ୍କର ଜେନା, ମିଲି, ସୁମନ୍ତ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୧୩ ଜୁଲାଇ ୨୦୨୫ରେ ଏହି କଥାଚିତ୍ରଟି ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Chhi Re Nani (2025)
Miss Call Friend (2025)
Ei Bodhe Prema (2025)
Parbatipurara Pabanasuta (2025)
Tora Mora Prema (2025)
Jwain Puara Jibana Bima (2025)
Premare Risk Hela Mote Ishq (2022)
Sautuni No. 1 (2025)- More like this film, on a shelf you can walk up to.It's the lit case on the top shelf.