Astika Nastika (2022)

- Directed by
- Sudhanshu Mohan Sahu
- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This Odia film follows two main characters played by Buddhaditya Mohanty and Supriya Nayak. The story and dialogue were written by B. Chandan Kumar. It was released on television in 2022.
contemplativequietthoughtfulgroundedrestrainedslow-burnserioussubdued
What happens
ଆସ୍ତିକ ନାସ୍ତିକ ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପବିତ୍ର ନାୟକ । ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ଚିତ୍ରନଟ୍ୟ ରଚନା କରିଥିଲେ ଦେବୀଦତ୍ତ ମହାନ୍ତି । ସୁଧାଂଶ ମୋହନ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଗୁଡ୍ଲି ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟି ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବୁଦ୍ଧାଦିତ୍ୟ ମହାନ୍ତି ଓ ସୁପ୍ରିୟା ନାୟକ । କୁକିସ୍ ସ୍ୱାଇଁ, ଅଭିଶେକ ଗିରି, ଶୁଭମ, ତ୍ରିଭୁବନ ପଣ୍ଡା, ସରୋଜ ଦାସ, ଭୂପତି ତ୍ରିପାଠୀ, ସୁଶୀଲ ଆଦି କଳାକାରମାନେ ଏହି କଥାଚିତ୍ରଟି ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଜୁଲାଇ ୧୦ ତାରିଖରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍ରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Mukha (2022)
Chumki Seta Panire Budiba Nahinki (2022)
Lagaam (2022)
Mahisasura (2022)
Jatha Rabanasya Mandodari (2022)
Bichha Gang (2022)
Hi Krushna (2022)
Lal Odhani (2022)- More like this film, on a shelf you can walk up to.It's the lit case on the top shelf.