Mahisasura (2022)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
An Odia film released in 2022. It tells a story based on mythological themes. The main character is played by Archita Sahu.
dramaticemotionalintenseslow-burnmythologicaldarkcontemplative
What happens
ମହିଷାସୁର ୨୦୨୨ ମସିହାରେ ଦୂରଦର୍ଶନ ଓ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନନରେ ନିର୍ମାଣ କରାଯାଇଥିଲା, ଯାହାର ପ୍ରଯୋଜନା କରିଥିଲେ ଅଜୟ ରାଉତ । ଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମୃତ୍ୟୁଞ୍ଜୟ ସାହୁ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅର୍ଚ୍ଚିତ ସାହୁ । ବବି ମିଶ୍ର, ବିରଞ୍ଚି ନାରାୟଣ ନାୟକ, ପରାଗ ପଟ୍ଟନାୟକ, ଅଞ୍ଜନା ଦାସ, ରାଜା ଡି., ରାକେଶ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଅକ୍ଟୋବର ୫ ତାରିଖରେ ତରଙ୍ଗ ପ୍ଲସ୍ରେ ମୁକ୍ତିଲାଭ କରିଥିଲା ଏବଂ ୯ ଅକ୍ଟୋବର ୨୦୨୨ରେ ଦୂରଦର୍ଶନରେ ପ୍ରଦର୍ଶିତ ହୋଇଥିଲା । (from Wikipedia, CC BY-SA)
More like this
Mahabahu (2022)
Tu Mora OK (2022)
Chorani 2 (2022)
Samaapajura Raghu (2022)
Lagaam (2022)
Bye Bye Dil (2022)
Life Re Kichhi Bi Heipare (2022)
Chumki Seta Panire Budiba Nahinki (2022)- More like this film, on a shelf you can walk up to.It's the lit case on the top shelf.