Mukha (2022)

- Directed by
- Sudhanshu Mohan Sahu
- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A man and a woman take on the lead roles in an Odia television film. The story and screenplay were written by B. Chandan Kumar with dialogues by Jitendra Barala. It was produced by Sanjib Dwivedi and directed by Sudhanshu Mohan Sahu.
groundedearnestdramaticfamilialemotionalstraightforward
What happens
ମୁଖା ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଞ୍ଜୀବ ଦ୍ୱିବେଦୀ । ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ଜିତେନ୍ଦ୍ର ବରାଳ ଏହାର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜଗଜିତ ପାଲ୍ ଓ ଅର୍ଲିନ ଅଙ୍କିତା । ପିଣ୍ଟୁ ନନ୍ଦ, ମନସ୍ୱିନୀ, ତ୍ରିଭୁବନ ପଣ୍ଡା, ବାପି, ଡେଜି, ଦେବାଶିଷ, ସୁନୀତ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨୦୨୨ ମସିହାର ଡିସେମ୍ବର ୧୧ ତାରିଖରେ ଏହି କଥାଚିତ୍ରଟି ଉଭୟ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍ରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Lagaam (2022)
Astika Nastika (2022)
Lal Odhani (2022)
Hi Krushna (2022)
Tu Mora OK (2022)
Mahabahu (2022)
Rudrani (2022)
Mahisasura (2022)- More like this film, on a shelf you can walk up to.It's the lit case on the top shelf.