Rudrani (2022)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A 2022 Odia film produced and starring actress Jhilik Bhattacharya. The story and screenplay were written by director K. Muralikrishna. It features a cast of multiple actors in various roles and has music composed by Prem Anand.
dramaticemotionalfamily-centeredsuspensefulregionaltraditionalmusic-heavy
What happens
ରୁଦ୍ରାଣୀ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ କେ. ମୂରଲୀକ୍ରିଷ୍ଣା ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଝିଲିକ୍ ଭଟ୍ଟାଚାର୍ଯ୍ୟ । ସୁଭାଶିଷ ଶର୍ମା, ଟୁଟୁ ନାଏକ, ବବି ମିଶ୍ର, ପିଣ୍ଟୁ ନନ୍ଦ, ଲୋହିତାକ୍ଷ ପଟ୍ଟନାୟକ, ମୁସ୍କାନ, ଇଲୁ ବାନାର୍ଜୀ, ଜୀବନ ପଣ୍ଡା, ଚୌଧୁରୀ ଜୟପ୍ରକାଶ ଦାସ, ରତିକାନ୍ତ ବେହେରା, ଧରିତ୍ରୀ ଖଣ୍ଡୁଆଳ, ପ୍ରତିଭା ପଣ୍ଡା, ଶକ୍ତି ବରାଳ, ଗୁଡ୍ଡୁ, ଅମର, ବିକି ମିଶ୍ର, ଅମର, ଶୁଭଙ୍କରୀ ଦେବୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Lal Odhani (2022)
Kurukshetra (2022)
Mahisasura (2022)
Tu Mora OK (2022)
Mahabahu (2022)
Mo Panatkanire Tu (2022)
Mukha (2022)
Lage Prema Najar (2022)- More like this film, on a shelf you can walk up to.It's the lit case on the top shelf.