Alpa Dinara Galpa (2022)

- Directed by
- Ashok Pati
- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A story follows a couple navigating their relationship and family dynamics. The film was released on television in 2022.
lightheartedromanticslow-pacedfamily-orientedgentlesentimentalmelodic
What happens
ଅଳ୍ପ ଦିନର ଗଳ୍ପ ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜୟ ରାଉତ । ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି । ସଙ୍ଗୀତକାର ଅସଦ୍ ନିଜାମ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ପଣ୍ଡା ଓ ସାୟଲ ବାନାର୍ଜୀ । ରତନ ମେହେର, ମାମୁନି ପଣ୍ଡା, ଧରିତ୍ରୀ ଖଣ୍ଡୁଆଳ, ପ୍ରଜ୍ଞା ଖଟୁଆ, ସୁବାସ, ମାନସ, ସ୍ୱାଗତିକା, ପପୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଅକ୍ଟୋବର ୧୬ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
To Na Ra Mane Han (2022)
Bhabe Sina Kahi Parena (2022)
Made in China (2022)
Mr. Kanheiya (2022)
Sher Bagga (2022)
Vaahlam Jaao Ne (2022)
Dil Re Achhi Tori Naan (2022)
Lalitham Sundaram (2022)- More like this film, on a shelf you can walk up to.It's the lit case on the top shelf.