Underplayed Gems
The whole movie catalogue

Films and series, searchable by what they are

← Back to the shop

Rangila Toka (2012)

Rangila Toka poster
Directed by
Murali Krishna
Country
India
Elsewhere
IMDb

How it feels

Papu Pom Pom and Debyani star in this Odia film about a colorful and engaging story. It involves romance and drama among a group of characters.

lightheartedupbeatdramaticromanticemotionalenergeticmusical

What happens

ରଙ୍ଗିଲା ବାବା, ୨୦୧୨ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଭାସ ଚନ୍ଦ୍ର ରାଉତ । ମୁନ୍ନା ପାତ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ଦୀପକ କଥାଚିତ୍ରଟିର ସଂଳାପ ରଚନା କରିଥିଲେ । କେ. ମୂରଲୀ କ୍ରିଷ୍ଣା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପପୁ ପମ ପମ ଏବଂ ଦେବଯାନୀ । ସିଦ୍ଧାନ୍ତ ମହାପାତ୍ର, ନୀତୁ ସିଂହ, ମୀନକେତନ, ପ୍ରିୟଙ୍କା ମହାପାତ୍ର, ରାଜୀବ, ଜୀବନ ପଣ୍ଡା, ହାଡ଼ୁ, ଗୁଡ୍ଡୁ, ରାଜୀବ, ଅରବିନ୍ଦ ସଡ଼ଙ୍ଗୀ, ଜୟୀରାମ ସାମଲ, ଲଭ୍‌ଲି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)

More like this

This page is from Underplayed Gems. Not quite it? Tell the Catbot what you feel like watching and it picks from the whole catalogue, or browse by genre, country and year.

Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers

Loading movies…

What should I watch?