Gaon Ra Na Galuapur (2021)

- Country
- India
- Elsewhere
- IMDb
How it feels
This Odia film is set in a village named Galuapur. It follows the lives of local residents led by actors Papu Pom Pom and debutante Manisha. The story was released during the Durga Puja festival in 2021.
lightheartedruralwhimsicalupbeatsimplefamily-orientedfestive
What happens
ଗାଁର ନାଁ ଗାଲୁଆପୁର ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଂପ୍ରିତ୍ ସ୍ୱରୂପ୍ ଶତପଥୀ । ନନ୍ଦଲାଲ ମହାପାତ୍ର ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ଜିତେନ୍ଦ୍ର ମହାପାତ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅମରେନ୍ଦ୍ର ମହାନ୍ତି ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପପୁ ପମ ପମ ଓ ନବାଗତା ନାୟିକା ମନୀଷା । କୁନା ତ୍ରିପାଠୀ, ମିହିର ଦାସ, ସୁଜିତ ପାଇକରାୟ, ଅନ୍ତର୍ଜାମୀ ପଣ୍ଡା, ଗିରିଜା ପଣ୍ଡା, ଦେବୀ ବାରିକ, ରାଣୀ ପଣ୍ଡା, ବିଜୟୀନି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୧ ମସିହାର ଦୁର୍ଗାପୂଜା ସମୟରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
- Hello Ravana (2021)
- Ameta Toka Sandha Marka (2014)
- Rangila Toka (2012)
- Chirkut (2019)
- Mr. Romeo (2021)
- Ea Bi Gote Love Story (2021)
- 2 Chocolate (2021)
- Jungle (2021)
Browse movies and series
press Enter to search by title, your filters still apply · for something by mood, tap Discover
Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers
Loading movies…