Chirkut (2019)

- Directed by
- Papu Pam Pam
- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A young man and a young woman are the main characters in this Odia film. It was released in 2019 and marks the directorial debut of actor Papu Pam Pam.
lightheartedcomedicupbeatromanticenergeticbreezyfamily-friendly
What happens
ଚିରକୁଟ୍, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅକ୍ଷୟ କୁମାର ପରିଜା, ପ୍ରଶାନ୍ତ ବେହେରା ଓ ସୁନୀଲ କୁମାର ଯାଦବ । ଦୀପକ ଜେନା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅଭିନେତା ପପୁ ପମ ପମ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ କଥାଚିତ୍ରର ନିର୍ଦ୍ଦେଶନା ଦେବା ସହିତ ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରଜ୍ୟୋତି ଓ ଅନନ୍ୟା । ଅରବିନ୍ଦ ଜେନା, କୃପାସିନ୍ଧୁ ନାୟକ, ବିନୋଦ ରାଉତ, ଦୀପକ ତ୍ରପାଠୀ ଓ ପ୍ରତିଭା ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୧୯ ମସିହାର ଜୁନ ୧୪ ତାରିଖରେ ମୁକ୍ତିଲାଭ କରିଥିଲା । ଅଭିନେତା ପପୁ ପମ ପମ ଏହି କଥାଚିତ୍ର ଜରିଆରେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । (from Wikipedia, CC BY-SA)
More like this
Selfish Dil (2019)
Mr Majnu (2019)
Rangila Bohu (2019)
Tu Mo Suna Chadhei (2019)
Baala - The Rhythm of Life (2019)
From Me To You (2019)
Tu Mo Love Story 2 (2019)
Premare Rakhichi 100 Ru 100 (2019)- More like this film, on a shelf you can walk up to.It's the lit case on the top shelf.