Om Sai Tujhe Salam (2013)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This 2013 Odia film follows new actors as they enter the film industry. The story centers on characters connected by faith and family.
devotionaldramaticearnestfamily-orientedsimplestraightforwardhopeful
What happens
ଓମ ସାଇ ତୁଝେ ସଲାମ, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କାଳୀପ୍ରସନ୍ନ ସତପଥୀ ଏବଂ ସୁଧା ପଟ୍ଟନାୟକ । ଭାରତୀ ଦାସ ଏହି କଥାଚିତ୍ରଟିର କାହାଣୀ ଏବଂ ସଂଳାପ ରଚନା କରିଥିଲେ । ବିଶ୍ୱଜିତ ମହାନ୍ତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଅଂଶୁମାନ, ଦୀପକ ଦାସ, ଭାଗ୍ୟଲକ୍ଷ୍ମୀ ଏବଂ ପୂଜା ଚକ୍ରବର୍ତ୍ତୀ ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଚାରିଜଣ କଳାକାରମାନେ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଉତ୍ତମ ମହାନ୍ତି, କୁନା ତ୍ରିପାଠୀ, ଜ୍ଞାନରଞ୍ଜନ ନାୟକ, ସ୍ନିଗ୍ଧା ମହାନ୍ତି, ଜୟୀରାମ ସାମଲ, ଦେବୁ ବ୍ରହ୍ମା, ବ୍ରଜ ସିଂହ, ପ୍ରସନ୍ନ ପାଟ୍ଟସାଣୀ, ପପୁ ମହାନ୍ତି, ମଳୟ ମିଶ୍ର, ବିଜିତ୍, କୁସୁମ, ବୁଲୁ, ରାଣୀ, ଗଣେଶ, କାଳୁ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Tanka Tate Salam (2013)
Mu Diwana To Pain (2013)
Premika (2013)
Sandehi Priyatama (2013)
Sapanara Nayika (2013)
Rumku Jhumana (2013)
Deewana Deewani (2013)
Superstar (2013)- More like this film, on a shelf you can walk up to.It's the lit case on the top shelf.