Sangam (2014)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A 2014 Odia film directed by Jatin Kumar Agrawal. The story involves romantic relationships and emotional conflicts between the main characters played by Akash Dasnayak, Buddhadeb Mahanti, and Siddhanta Mahapatra.
dramaticemotionalromanticslow-pacedsentimentalseriousconventional
What happens
ସଙ୍ଗମ, ୨୦୧୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଯତୀନ୍ କୁମାର ଅଗ୍ରୱାଲ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ, କଥାଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଅଭିଜିତ ଘଟୱାରୀ ଏବଂ ବିଜୟ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଙ୍ଗୀତ ନିର୍ଦ୍ଦେଶକ ହରପ୍ରୀତ ସିଂହ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଗୀତିକାର ଅସୀତ୍ ପାତ୍ର କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ମନୋଜ ମନୁ, ଅନ୍ତରା ମିତ୍ର, ମୋନାଲୀ, ରେକ୍ସ୍, ସୋମ୍, ଅଭିଜିତ ସାବନ୍ତ ଆଦି କଣ୍ଠଶିଳ୍ପୀମାନେ ଗୀତଗୁଡ଼ିକ ଗାଇରଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେଆକାଶ ଦାସନାୟକ, ବୁଦ୍ଧାଦିତ୍ୟ ମହାନ୍ତି ଏବଂ ସିଦ୍ଧାନ୍ତ ମହାପାତ୍ର । ଜ୍ୟୋତି ପାଣି, ପାୟଲ, ବିଜୟ ମହାନ୍ତି, ସ୍ନିଗ୍ଧା ମହାନ୍ତି, ମିହିର ଦାସ, ଜୟୀରାମ ସାମଲ, ଅଭିଶେଖ, ରାକେଶ ବିଦୁୱା, ଅଭିଜିତ ଘଟୱାରୀ, ଅବନୀ କୁମାର, ମାନିନୀ ମିଶ୍ର, ନନ୍ଦିନୀ, ଆଦି କଳାକାରମାନେ କଥାଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Ganja Ladhei (2014)
Sindura (2014)
Mental (2014)
Puni Dekha Heba Ara Janamare (2014)
Omm (2014)
Sahitya Didi (2014)
Dipanjali (2014)
Haribol Nuhe Tanka Bol (2014)- More like this film, on a shelf you can walk up to.It's the lit case on the top shelf.