Ganja Ladhei (2014)

- Directed by
- Sudhakar Vasant
- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This 2014 Odia film follows a story of conflict and struggle. The main characters, played by Sambit Acharya and Siddhanta Mahapatra, are caught in a high-stakes situation involving violence and personal stakes.
dramaticintenseemotionalaction-packedconflict-drivenseriousdarkfast-paced
What happens
ଗଞ୍ଜା ଲଢ଼େଇ, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଞ୍ଜୀବ ରାଉତ, ଶ୍ୟାମସୁନ୍ଦର ରାଉତ ଏବଂ ନିଶିକାନ୍ତ ପ୍ରଧାନ । ପ୍ରସନ୍ନ କୁମାର ପାଟ୍ଟଶାଣୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସୁଧାକର ବସନ୍ତ ଚଳଚ୍ଚିତ୍ରଟିର ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ବସନ୍ତରାଜ ସାମଲ, ନିର୍ମଳ ନାୟକ, ନିଜାମ ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଗୌତମ ଗିରି, ଅଭିଜିତ ମଜୁମଦାର, ତପୁ ମିଶ୍ର, ଅସୀମା ପଣ୍ଡା, ବିନୋଦ ରାଠୋଡ଼, ସୁଜାତା, ବାବୁଲ ସୁପ୍ରିୟୋ ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ସମ୍ବିତ ଆଚାର୍ଯ୍ୟ, ସିଦ୍ଧାନ୍ତ ମହାପାତ୍ର ଅଭିନୟ କରିଥିଲେ । ସୋଫିଆ ଆଲମ୍, ସୁଧାକର ବସନ୍ତ, ବ୍ରଜ, ଅଞ୍ଜନା ଦାସ, ସରୋଜ ଦାସ, ଗୁଡ୍ଡୁ, ଧୀର ମଲ୍ଲିକ, ଜିତୁ ମଙ୍ଗରାଜ, ମିଟୁ ମିଥୁନ, ସଲିଲ୍ ମିତ୍ର, ପିଣ୍ଟୁ ନନ୍ଦ, ବୁଲେଟ ପ୍ରକାଶ, ପ୍ରୀୟାଂଶି, ପପି ସନ୍ତୁକ, ତୃପ୍ତି ସିହ୍ନା ଆଦି କଳାକାରମାନେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Sangam (2014)
Sindura (2014)
Mental (2014)
Sahitya Didi (2014)
Omm (2014)
Haribol Nuhe Tanka Bol (2014)
Puni Dekha Heba Ara Janamare (2014)
Golapi Golapi (2014)- More like this film, on a shelf you can walk up to.It's the lit case on the top shelf.