Paika Bidroha (2020)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This is a short Odia film set in 19th century India. It shows the story of a peasant uprising against British colonial rule. The main characters lead their community in a fight for justice.
historicaldramaticearnestsombergroundedpatrioticresolute
What happens
ପାଇକ ବିଦ୍ରୋହ, ୨୦୨୦ ମସିହାରେ ମୁକ୍ତିଲାଭ କରିଥିବା ଏକ କ୍ଷୁଦ୍ର ଓଡ଼ିଆ ଚଳଚ୍ଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅକ୍ଷୟ ପରିଜା । ହର ପ୍ରସାଦ ଦାଶ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ନିଶ୍ଚୟ ତ୍ୟାଗୀ ଓ ଅନୁଜ ତ୍ୟାଗୀ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମରେଶ ରାଉତରାୟ ଓ ମନୋଜ ମିଶ୍ର । ଶକ୍ତି ବରାଳ, ପ୍ରିୟ ମିଶ୍ର, ସନ୍ତୋଷ ମିଶ୍ର, ଗୋପାଳ ବିଶ୍ୱାଳ, ନିରଞ୍ଜନ, ଅଶୋକ ବିଶ୍ୱାଳ ଆଦି କଳାକାରମାନେ ଚଳଚ୍ଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Pheria - Come Back (2020)
Jungle (2021)
Love You Priya (2020)
Pratyaghat (2021)
Mo Mummy Papanka Bahaghara (2020)
Tandav (2021)
Ardhangini (2021)
Kalia Karuchi Leela (2019)- More like this film, on a shelf you can walk up to.It's the lit case on the top shelf.