Underplayed Gems

Premare Premare (2016)

Premare Premare poster
Directed by
Sudhanshu Mohan Sahu
Country
India
Elsewhere
IMDb
The 3D catalogue: film cases on wooden shelves, with the cat sitting at the counter next to its greeting.

The catalogue in 3D

The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.

More films like this

How it feels

This is a 2016 Odia romantic film directed by Sudhanshu Mohan Sahu. It stars Arindam and Shital as the lead couple and features music by Vikash Das. The film was released during the Raja festival season in June.

romanticlightheartedupbeatcolorfulenergeticmelodicplayfulfestive

What happens

ପ୍ରେମରେ ପ୍ରେମରେ, ୨୦୧୬ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ସାର୍ଥକ ସିନେ ପ୍ରଡକ୍ସନର ମାଲିକ ସୀତାରମ ଅଗ୍ର‌ୱାଲ ଏବଂ ନିର୍ଦ୍ଦେଶନା ଦେଇଥିଲ ସୁଧାଂଶୁ ମୋହନ ସାହୁ । ବିକାଶ ଦାସ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ବାପୁ ଗୋସ୍ୱାମୀ ଏବଂ ମୋହିତ ଚକ୍ରବର୍ତ୍ତୀ ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ସୌରିନ ଭଟ୍ଟ, ଆର୍. ଏସ୍. କୁମାର, ନିବେଦିତା, ଲଳିତ ଦିବ୍ୟା ପ୍ରମୁଖ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ଏହି ଚଳଚ୍ଚିତ୍ରଟି ୨୦୧୬ ମସିହାରେ ରଜ ସମୟରେ ଜୁନ ୧୨ରେ ମୁକ୍ତିଲାଭ କରିଥିଲା । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଅରିନ୍ଦମ ଏବଂ ନାୟିକ ଶୀତଲ । ଚଳଚ୍ଚିତ୍ରର ବିଭିନ୍ନ ସ‌ହକାରୀ ଭୂମିକାରେ ଅଭିନୟ କରିଥିଲେ ହରିହର ମହାପାତ୍ର, ସାତ୍ୟକି ମିଶ୍ର, ଚାନ୍ଦିନୀ, ଅଞ୍ଜନା, ଇମିଲି । (from Wikipedia, CC BY-SA)

More like this

This page is from Underplayed Gems. Not quite it? You can browse by genre, country and year, or take this one into the 3D catalogue and ask the Catbot for something closer.