Gote Shua Gote Shari (2016)

- Country
- India
- Elsewhere
- IMDb

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A 2016 Odia film produced by Niranjan Rana and directed by Mrutyunjaya Sahoo. It features Anubhav and Barsha Priyadarshini in lead roles, with music by Prem Anand and Rabinarayan Nanda.
romanticlightheartedmusicalpleasantupbeatsimplejoyful
What happens
ଗୋଟେ ଶୁଆ ଗୋଟେ ଶାରୀ, ୨୦୧୬ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନିରଞ୍ଜନ ରଣା । ମୃତ୍ୟୁଞ୍ଜୟ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ମା ତାରିଣୀ ଫିଲ୍ମ ପ୍ରଡକ୍ସନ ବ୍ୟାନରରେ ଏହି ଚଳଚ୍ଚିତ୍ରଟି ନିର୍ମିତ ହୋଇଥିଲା । ଏହି ବ୍ୟାନନର ଷଷ୍ଠ ଚଳଚ୍ଚିତ୍ର ଥିଲା ଗୋଟେ ଶୁଆ ଗୋଟେ ଶାରୀ । ଏହି ଚଳଚ୍ଚିତ୍ରରର କାହାଣୀ ଲେଖିଥିଲେ ଗୀତାଞ୍ଜଳୀ ରଣା ଏବଂ ସଂଳାପ ଲେଖିଥିଲେ ନିର୍ମଳ ନାୟକ । ପ୍ରେମ ଆନନ୍ଦ ଏବଂ ରବିନାରାୟଣ ନନ୍ଦ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଅରୁଣ ମନ୍ତ୍ରୀ ଚଳଚ୍ଚିତ୍ରର ଗୀତଗୁଡ଼ିକର ରଚନା କରିଥିଲେ । ଉଦିତ ନାରାୟଣ, ଇରା ମହାନ୍ତି, ହ୍ୟୁମାନ ସାଗର ପ୍ରମୁଖ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଅନୁଭବ ଏବଂ ନାୟିକା ବର୍ଷା ପ୍ରିୟଦର୍ଶିନୀ । ସଲିଲ ମିତ୍ର, ପ୍ରଜ୍ଞା ଖଟୁଆ ଆଦି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Asilu Jebe Tu Jaana Pheri (2016)
He Prabhu Dekha De (2016)
Tu Mora Sapana Rani (2016)
Premare Premare (2016)
Revenge (2016)
Bijayinee (2021)
Premara Nisha Niara Niara (2016)
Chhati Tale Ding Dong (2016)- More like this film, on a shelf you can walk up to.It's the lit case on the top shelf.