Asilu Jebe Tu Jaana Pheri (2016)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
A 2016 Odia romantic film directed by Babuda and Dipun. It stars Pinky Priyadarshini and Piyush as the lead couple navigating their relationship.
romanticlight-heartedmusicalsentimentalupbeatemotionalstraightforward
What happens
ଆସିଲୁ ଯେବେ ତୁ ଯାଆନା ଫେରି, ୧୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ମା ବିରାଜା ମୁଭିଜ୍ ବ୍ୟାନରରେ ନିର୍ମିତ ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ପ୍ରିତୀରଞ୍ଜନ ସାହୁ ଏବଂ ଚିତ୍ରନାଟ୍ୟ- ନିର୍ଦ୍ଦେଶନା ଦେଇଥିଲେ ବାବୁଦା ଓ ଦିପୁନ । ଏସ୍. ଚନ୍ଦ୍ରକାନ୍ତ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଅରୁଣ ମନ୍ତ୍ରୀ ଗୀତଗୁଡ଼ିକ ରଚନା କରିଥିଲେ । ୨୦୧୬ ମସିହା ସେପ୍ଟେମର ୨୩ରେ ମୁକ୍ତିଲାଭ କରିଥିଲା ଏହି ଚଳଚ୍ଚିତ୍ରଟି । ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟିକା ପିଙ୍କି ପ୍ରିୟଦର୍ଶିନୀ ଏବଂ ନାୟକ ପୀୟୁଷ । ଦୀପକ, କୁନା ତ୍ରିପାଠୀ, ଅସୀତ ପତି, ଜୀବନ ପଣ୍ଡା, ସଲିଲ ମିତ୍ର ପ୍ରମୁଖ ଚଳଚ୍ଚିତ୍ରର ଅନ୍ୟାନ୍ୟ ସହକାରୀ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)
More like this
Gote Shua Gote Shari (2016)
He Prabhu Dekha De (2016)
Premara Nisha Niara Niara (2016)
Jabardast Premika (2016)
Tu Mora Sapana Rani (2016)
Chhati Tale Ding Dong (2016)
Revenge (2016)
Mun Gandhi Nuhen (2016)- More like this film, on a shelf you can walk up to.It's the lit case on the top shelf.