Underplayed Gems

Jouthi Thile Bi Tu Mora

Jouthi Thile Bi Tu Mora poster
Directed by
Srikant Gautam
Country
India
The 3D catalogue: film cases on wooden shelves, with the cat sitting at the counter next to its greeting.

The catalogue in 3D

The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.

More films like this

How it feels

A romantic Odia film where a love story unfolds between the main heroine Riya De and two male leads Sambit Acharya and Aryan Dash. The plot involves their relationships and the situations they face.

romanticupbeatdramaticemotionalmusicallightheartedhopeful

What happens

ଯୋଉଠି ଥିଲେ ବି ତୁ ମୋର, ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନିତେଶ ପାଣ୍ଡେ ଓ ଭିନିତ ସାପ୍ରୁ । ଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ଗୀତ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ ରିୟା ଦେ । ସମ୍ବିତ ଆଚାର୍ଯ୍ୟ ଏବଂ ଆର୍ଯ୍ୟନ ଦାଶ ଏହି କଥାଚିତ୍ରଟିର ଦୁଇ ନାୟକ ଭାବରେ ଅଭିନୟ କରିଥିଲେ । ବବି ମିଶ୍ର, ମେଘନା ମିଶ୍ର, ପୁପିନ୍ଦର ସିଂହ, ଶ୍ରୀକାନ୍ତ ଗୌତମ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । (from Wikipedia, CC BY-SA)

More like this

This page is from Underplayed Gems. Not quite it? You can browse by genre, country and year, or take this one into the 3D catalogue and ask the Catbot for something closer.