Puyoodakam (2026)

- Country
- India

The catalogue in 3D
The film shelves have a room of their own that you can walk around in. The cat behind the counter is the AI Catbot, and they pick real films from the same catalogue when you tell them what you feel like watching. Nothing is for sale, here or in there. Go in from here and this film is already out on the counter, with more like it waiting on the shelf next to it.
How it feels
This Odia film follows the journey of a mother named Sarala as she participates in a traditional festival procession. The story depicts her experiences during a religious event.
ceremonialspiritualreverentslow-pacedculturaldevotionalatmosphericreflective
What happens
ପୂୟୋଦକମ୍ ୨୦୨୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଗୁନଗୁନ ନିର୍ଲିପ୍ତା ଓ ରୀନା ଜେନା । ଶିବ ପ୍ରସାଦ ମହାନ୍ତି ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ତପନ ଘୋଷ ଓ ବିଶ୍ୱ ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିରେ ମାଆ ସାରଳାଙ୍କ ଘଟଯାତ୍ରା ସମ୍ପର୍କିତ ଦୃଶ୍ୟମାନ ରହିଛି । ୩ ଅପ୍ରେଲ ୨୦୨୬ରେ ଏହି କଥାଚିତ୍ରଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । (from Wikipedia, CC BY-SA)
More like this
Kanda Mastre (2026)
Mun Tuma Sabitri (2026)
Omm Namah Shivaya Bhaktire Sakti (2025)
Mantra Muugdha (2026)
Swapna Sundari (2026)
Bhija Matira Swarga (2022)
Murabi (2026)
Shayari Shayari (2023)- More like this film, on a shelf you can walk up to.It's the lit case on the top shelf.