Sahid Raghu Sardar (2021)

- Country
- India
- Elsewhere
- IMDb
How it feels
This Odia film tells the story of Raghu Sardar, a martyr. It follows his life and sacrifice. The movie was shot in Odisha and West Bengal.
dramaticpatrioticemotionalseriousearnesthistorical
What happens
ସହିଦ ରଘୁ ସର୍ଦ୍ଦାର ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ବିଶ୍ୱନାଥ ପଟ୍ଟନାୟକ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ରଜନୀ ରଞ୍ଜନ । ରାଜୀବ ମହାନ୍ତି ଏହାର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବିକାଶ ଶୁକ୍ଳା ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବାଶିଷ ପାତ୍ର ଓ କାବ୍ୟା କିରଣ । ରୁଦ୍ର ପାଣିଗ୍ରାହୀ, ଜୀନା ସାମଲ, ଲିପ୍ସା ମିଶ୍ର, ଅକ୍ଷୟ ବସ୍ତିଆ, ପିଣ୍ଟୁ ନନ୍ଦ, ପୁଷ୍ପା ପଣ୍ଡା, ଦେବୁ ପଟ୍ଟନାୟକ, ସୁଧାକର ବସନ୍ତ, ସନ୍ତୋଷ, ଟ୍ୱିଙ୍କଲ୍, ରାଜୀବ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ସୁଟିଂ ଓଡ଼ିଶା ଏବଂ ପଶ୍ଚିମ ବଙ୍ଗରେ ହୋଇଥିଲା । (from Wikipedia, CC BY-SA)
More like this
- Paika Bidroha (2020)
- Pratyaghat (2021)
- Pheria - Come Back (2020)
- Tandav (2021)
- Bishwaas-The Light Over Darkness (2021)
- Agni Pariksha (2005)
- Sapanara Pathe Pathe (2017)
- Jungle (2021)
Browse movies and series
press Enter to search by title, your filters still apply · for something by mood, tap Discover
Lists: Korean thrillers worth the evening · Anime films beyond Studio Ghibli · Slow films for a rainy night · Horror that unsettles instead of startling · Series you can finish in a weekend · Nordic crime worth the subtitles · Good films that end in under 90 minutes · Documentaries that play like thrillers
Loading movies…